Author: jagrata orissa

ବିକଶିତ ଭାରତ ଗଠନରେ ଓଡ଼ିଶାର ସର୍ବାଧିକ ଭାଗିଦାରୀ ରହିବ : ମନମୋହନ ସାମଲ

ଭୁବନେଶ୍ୱର: ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଆଜି ରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷା ମମତା ଗୌଡ, ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡଙ୍କ ସମେତ ୧୦ଜଣ କାଉନସିଲର, ଗୁଣୁପୁର ବ୍ଲକ ଅଧ୍ୟକ୍ଷା ଝିଲି ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର, ଗୁଡାରୀ ବ୍ଲକ…

ପରିଚାଳନାଗତ ତ୍ରୁଟି ଯୋଗୁଁ ରଥଯାତ୍ରାରେ ଦଳାଚକଟା: ବିଜେଡି

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି । ବିନା ଟାହିଆରେ ମହାପ୍ରଭୁ ବିଜେ କରିବା ଓ ବାଇଶି ପାହାଚରେ ମହାପ୍ରଭୁ ୪୦ ମିନିଟ୍ ଅଟକି ରହିବା ଅଗଣିତ ଜଗନ୍ନାଥପ୍ରେମୀଙ୍କ ମନକୁ ଆଘାତ ଦେଇଛି । ରଥଯାତ୍ରା ପରିଚାଳନରେ ବ୍ୟାପକ…

ପରିଚାଳନା ବିଭ୍ରାଟ ପାଇଁ ଶ୍ରୀମନ୍ଦିର ପ୍ରଶାସକ ଅନୁତପ୍ତ ହେବା ଉଚିତ : ଭକ୍ତ ଦାସ

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପରିଚାଳନାରେ ବ୍ୟାପକ ତ୍ରୁଟି ଏହାଯୋଗୁଁ ରାଜ୍ୟବାସୀଙ୍କ ଭାବାବେଗରେ ହୋଇଥିବା ଦାରୁଣ ଆଘାତକୁ ନେଇ କଂଗ୍ରେସ ଭବନଠାରେ ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ ବିବୃତ୍ତି ପ୍ରଦାନ କରିଥିଲେ lଏହି ପ୍ରେସ ବିବୃତ୍ତି କାର୍ଯ୍ୟକ୍ରମକୁ ଓପିସିସି…

ପ୍ରଫୁଲ୍ଲ ସାମଲଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ମଣ୍ଡଳୀ :ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସହ କଲେ ଆଲୋଚନା

ଭୁବନେଶ୍ୱର: ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ…

ରବିବାରଠୁ ଆଡ଼ପ ଦର୍ଶନ, ମିଳିବ ଆଡ଼ପ ଅବଢ଼ା

ପୁରୀ :ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ରଥରୂଢ଼ ଦାରୁବ୍ରହ୍ମମାନେ । ରବିବାର ମିଳିବ ଆଡ଼ପ ଅବଢ଼ା । ମଧ୍ୟାହ୍ନ ଧୂପ ପରେ ଅର୍ଥାତ୍‌ ଅପରାହ୍ନ ପ୍ରାୟ ୪ଟା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଡ଼ଠାକୁର, ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନଙ୍କ ଆଡ଼ପ ବିଜେ…

ବହି ତ୍ରୁଟି ମାମଲା : ଦାୟିତ୍ୱରେ ଥିବା ୧୫ ଅଧିକାରୀ ଜେରା ହେବେ

କଟକ/ଭୁବନେଶ୍ୱର : ପାଠ୍ୟପୁସ୍ତକ ତ୍ରୁଟି ଘଟଣାର ପ୍ରକୃତ ଦୋଷୀକୁ ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ । ପ୍ରକୃତରେ କିଏ ଭୁଲ୍‌ କରିଛି, କେଉଁ କାରଣରୁ ଭୁଲ୍‌ ବହି ଛପା ଗଲା । ଏଥିପାଇଁ କେଉଁମାନେ ଦାୟୀ ? ଏସବୁକୁ ଗୋଟି ଗୋଟି କରି ଯାଞ୍ଚ…

ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି: ପିଲାଙ୍କୁ ମିଳିବ କ୍ୟାରିୟର ଗାଇଡାନ୍ସ

ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ପାଠପଢ଼ା ପରେ କେଉଁ କ୍ଷେତ୍ରରେ କ୍ୟାରିୟର କରିବେ ସେନେଇ ଦିଆଯିବ ମାର୍ଗଦର୍ଶନ । ଏଥିପାଇଁ ମାସର ପ୍ରତି ପ୍ରଥମ ଓ ତୃତୀୟ ଶନିବାର ଦିଆଯିବ କ୍ୟାରିୟର ଗାଇଡାନ୍‌ସ । ସକାଳ ସାଢ଼େ ୧୦ଟାରୁ…

ରଥଯାତ୍ରା ଅଘଟଣ , ରାଜ୍ୟ ମାନବାଧିକାର କମିଶନଙ୍କ ଜବାବ ତଲବ

ପୁରୀ : ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଦିନ ରଥ ଆଗରେ ଯେଉଁ ଦଳାଚକଟା ହେଲା ଓ ଶ୍ରଦ୍ଧାଳୁମାନେ ମୃତାହତ ହେଲେ ତାହାକୁ ନେଇ ସବୁ ମହଲରେ ଚର୍ଚ୍ଚା । କେଉଁଠି ଭୁଲ ରହିଲା ତାହାକୁ ନେଇ ମଧ୍ୟ ଅକଳରେ ପଡ଼ିଥିବା ପ୍ରଶାସନ…

ଆଇସିୟୁରେ ପ୍ରଫୁଲ୍ଲ ସାମଲ ଅସୁସ୍ଥ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ ଅସୁସ୍ଥତା କାରଣରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରୀ ସାମଲଙ୍କ ଆଶୁ ଆରୋଗ୍ୟ…

ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଜାମ୍

ପୁରୀ : ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଆଜି ତୃତୀୟ ଦିବସ। ଆଡ଼ପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ। ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଛି ତିନି ରଥ । ରଥାରୂଢ଼ ଦିଅଁଙ୍କୁ ଦେଖିବାକୁ ରଥ ସମ୍ମୁଖରେ ଜମୁଛି ଭକ୍ତଙ୍କ ଭିଡ଼ । ଭିଡ଼କୁ…