Author: jagrata orissa

ସୋଲରେ ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇଗଲା

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆ ଖୋଲାଯିବା ନେଇ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ରାଜକୁମାର ସ୍ବାଇଁ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସୋଲରେ ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇଗଲା। ଏହାକୁ ଦଇତାପତିମାନେ ଉଠାଇବାରେ ସକ୍ଷମ ହୋଇ ନ ଥିଲେ। ଦୀର୍ଘ…

ସାପ କାମୁଡ଼ାରେ ଦୁଇ ମୃତ

ବଣାଇଁଗଡ଼: ବଣାଇଁ ଓ ଲହୁଣୀପଡ଼ା ଥାନା ଅଞ୍ଚଳରେ ପୃଥକ୍ ପୃଥକ୍ ଘଟଣାରେ ସାପ କାମୁଡ଼ାରେ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା…

ବିଡିଓଙ୍କ ଅସହଯୋଗକୁ ନେଇ ଧାରଣାରେ ବସିଲେ ବିଧାୟକ

ବରୀ:ବିଧାୟକଙ୍କ ସମୀକ୍ଷା ବୈଠକକୁ ବାରମ୍ବାର ବିଡିଓଙ୍କ ଅଗ୍ରାହ୍ୟକୁ ନେଇ ଆଜି ବିଧାୟକ ଅସନ୍ତୁଷ୍ଟ ହୋଇ ବିଡିଓଙ୍କୁ ନିଜେ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ ବିଡିଓଙ୍କ ଅଫିସ ପ୍ରବେଶ ଦ୍ବାରରେ ବସି ବିଡିଓ ଘେରାଉ କରି ବସିରହିଥିଲେ। କିଛିଦିନ ପୂର୍ବରୁ ସମୀକ୍ଷା ବୈଠକ ଡାକିଥିଲେ।…

ପୁନଃ ନିଟ୍‌ ୟୁଜି ପରୀକ୍ଷାରେ ବିଫଳ ହେବାରୁ ଜୀବନ ହାରିଲେ ଛାତ୍ରୀ !

ବ୍ରହ୍ମପୁର: ଜାତୀୟ ସ୍ତରୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍)ରେ ଦ୍ୱିତୀୟ ଥର ପାଇଁ ସଫଳତା ନ ମିଳିବା ପରେ ଜଣେ ୨୦ ବର୍ଷୀୟା ଛାତ୍ରୀ ଜୀବନ ହାରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଅଞ୍ଚଳରେ ମେଡିକାଲ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

ବାଲେଶ୍ବର: ଚାଷ ଜମିକୁ ସୁରକ୍ଷା ଦେବା ପାଇଁ ବିଦ୍ୟୁତ୍‌ ସଂଯୋଗ କରିଥିଲେ, ସେହି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ…

ଗଡ଼ିଲା ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଜିନ୍ଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଜିନ୍ଦ-ସୋନିପତ ମଧ୍ୟରେ ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ସହିତ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ପରିଚାଳନା କରୁଥିବା ଦେଶମାନଙ୍କ ତାଲିକାରେ…

ଭୋଟର ତାଲିକାରୁ ନାଁ ହଟିଲେ କାହାରି ନାଗରିକତା ଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲା: ଭୋଟର ତାଲିକାରୁ ଲୋକଙ୍କ ନାଁ କଟିବା ସହ ଜଡ଼ିତ ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଭୋଟର ତାଲିକାରୁ ନାଁ ହଟିଲେ କାହାରି ନାଗରିକତା ଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପଶ୍ଚିମବଙ୍ଗରେ ଯେଉଁ ଲୋକଙ୍କ ନାଁ…

ଓଡ଼ିଶାରେ ‘ଓର୍ଜୁ’ ଘଣ୍ଟାର ଶୁଭାରମ୍ଭ

ଭୁବନେଶ୍ୱର: ଲେକର୍ବ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଅଧିକୃତ ଚ୍ୟାନେଲ୍ ପାର୍ଟନର ‘ସ୍ୱସ୍ତିକ ଏଣ୍ଟର ପ୍ରାଇଜେସ୍’ ପକ୍ଷରୁ ଭୁବନେଶ୍ୱରସ୍ଥ ‘ଟାଇମ୍ ୱାଲର୍ଡ’ ଠାରେ ‘ଓର୍ଜୁ’ ଘଣ୍ଟାର ଉନ୍ମୋଚନ ଉତ୍ସବ ଗତ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଲେକର୍ବ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର…

‘ବିକ୍ରମ-୧’ର ଉତକ୍ଷେପଣ: ବେସରକାରୀ ମହାକାଶ କ୍ଷେତ୍ର ପାଇଁ ବଡ଼ ମାଇଲଖୁଣ୍ଟ

ଆନ୍ଧ୍ରପ୍ରଦେଶ: ଧମାକାଦାର ଲଞ୍ଚିଂ ପରେ ନୂଆ ଇତିହାସ ରଚିଲା ‘ବିକ୍ରମ-୧’ର । ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧’ର ପୁନର୍ବାର କାଉଣ୍ଟଡାଉନ ପରେ ଆଜି ମହାକାଶକୁ ଉଡ଼ାଣ ଭରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପୂର୍ବାହ୍ନ ୧୨ଟା…

ସୋଆର ୨୦ତମ ପ୍ରତିଷ୍ଠା ଦିବସ: ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ

ଭୁବନେଶ୍ୱର : ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିଭର୍ସିଟିର ୨୦ତମ ପ୍ରତିଷ୍ଠା ଦିବସ ଗଭୀର ଉତ୍ସାହ ଓ ଆନନ୍ଦପୂର୍ଣ୍ଣ ପରିବେଶରେ ଶୁକ୍ରବାର ପାଳିତ ହୋଇଥିବାବେଳେ ଗତ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱବିଦ୍ୟାଳୟ ହାସଲ କରିଥିବା ଉଲ୍ଲେଖନୀୟ ସଫଳତା,…