Author: jagrata orissa

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ରଥଯାତ୍ରା ପାଇଁ ସଜେଇ ହୋଇଛି ବଡ଼ଦେଉଳରୁ ବଡ଼ଦାଣ୍ଡ । ଉତ୍କଣ୍ଠିତ କୋଟି ଓଡ଼ିଆ । ରତ୍ନ ବେଦୀରୁ ଭକ୍ତ ମେଳକୁ ଓହ୍ଲାଇ ଆସିବେ କଳା ସାଆନ୍ତେ । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି ।…

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

• ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳ ଏବଂ ପଡୋଶୀ ରାଜ୍ୟକୁ ସଂଯୋଗ କରିବ ସ୍ୱତନ୍ତ୍ର ଟ୍ରେନ • ଶ୍ରଦ୍ଧାଳୁଙ୍କୁ ନିରାପଦ, ସୁରକ୍ଷିତ ଏବଂ ଶୃଙ୍ଖଳିତ ଭ୍ରମଣ ପାଇଁ ନିବେଦନ ଭୁବନେଶ୍ୱର: ରଥଯାତ୍ରା ସମୟରେ ପୁରୀ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଯାତ୍ରାକୁ…

ପବିତ୍ର ରଥଯାତ୍ରା ଉପଲକ୍ଷେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ରଥଯାତ୍ରା ଭାରତର କାଳଜୟୀ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ଏକ ଅନନ୍ୟ ଅଭିବ୍ୟକ୍ତି । ଏହା ବିନମ୍ରତା, ସାମୂହିକ ଅଂଶଗ୍ରହଣ…

ଲୋକାରଣ୍ୟ ବଡଦାଣ୍ଡ

ପୁରୀ : ବଡଦାଣ୍ଡ ଆଜି ଲୋକାରଣ୍ୟ। ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି। ଅପରାହ୍ଣ ୪ଟାରେ ହେବ ବହୁ ପ୍ରତୀକ୍ଷିତ ରଥଟଣା। ଏକାଠି ହେଉଛନ୍ତି ଭକ୍ତ, ଭଗବାନ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସକାଳୁ ସକାଳୁ ଚାଲିଛି ସମସ୍ତ ନୀତିକାନ୍ତି। ସକାଳ ୯ଟାରୁ ସାଢେ ୧୨ଟା…

ବିଶୃଙ୍ଖଳିତ ଆଚରଣ ; ଦତ୍ତମହାପାତ୍ର ସେବକ ନିଲମ୍ବିତ

ପୁରୀ: ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପାଇଁ ଦତ୍ତମହାପାତ୍ର ସେବାୟତ ରଶ୍ମିରଞ୍ଜନ ଦତ୍ତମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି। ଶ୍ରୀମନ୍ଦିର କମାଣ୍ଡର୍‌ଙ୍କ ରିପୋର୍ଟ ଆଧାରରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ତାଙ୍କୁ ନିଲମ୍ବିତ କରିଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ସେ ଶ୍ରୀମନ୍ଦିରର ସମସ୍ତ ପ୍ରକାର ସେବାରୁ…

ତ୍ରୁଟିଶୂନ୍ୟ ବହି ଛାତ୍ରଛାତ୍ରୀ ମାନଙ୍କୁ କେବେ ପ୍ରଦାନ କରାଯିବ ତାର ସ୍ପଷ୍ଟୀକରଣ ଦିଅ: ବିଜେଡି

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀର ବହିରେ ବ୍ୟାପକ ତ୍ରୁଟି ହେବାକୁ ନେଇ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ କରିବାକୁ ଦେଇଥିବା ବେଳେ ଆଜି ବିଜେପି ତରଫରୁ ବହିରେ ତ୍ରୁଟି ଥିବା କଥା ସ୍ୱୀକାର କରିଛନ୍ତି । ଏହି ଘଟଣା ପ୍ରାୟ ଏକମାସ ହୋଇ…

ବୌଦ୍ଧ ଐତିହ୍ୟ ଏବଂ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ସୁଦୃଢ଼ କରିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର,: ଓଡ଼ିଶାର ସମୃଦ୍ଧ ବୌଦ୍ଧ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରସାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଆଜି ଲୋକସେବା ଭବନଠାରେ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିରାଙ୍ଗସ୍ଥିତ ଗୁରୁ ପଦ୍ମସମ୍ଭବ ବୌଦ୍ଧ…

ପୁରୀରେ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି “ସମର୍ପଣ”ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

‘ଡିଜିଟାଲ ହୁଣ୍ଡି – ସମର୍ପଣ’ ଆପ୍– ଘରେ ରହି ମହାପ୍ରଭୁଙ୍କୁ ଦାନ କରିପାରିବେ ଶ୍ରଦ୍ଧାଳୁ ସ୍ୱଚ୍ଛ, ସହଜ ଓ ସମୟ ଉପଯୋଗୀ ବ୍ୟବସ୍ଥା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଶ୍ରୀ ମନ୍ଦିର ସହିତ ଏକ ପବିତ୍ର ସେତୁ ଭଳି ଯୋଡ଼ିବ ଏହି…

କିଛି ଷଡଯନ୍ତ୍ରକାରୀ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ପ୍ରୟାସ କରୁଛନ୍ତି: ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର: ଗତ ୨୦୨୦ ମସିହାରୁ ଦେଶରେ ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି) ଲାଗୁ ହେବା ପରେ ମଧ୍ୟ ତତ୍କାଳୀନ ବିଜେଡି ସରକାର ଏହାକୁ ଓଡିଶା ରାଜ୍ୟରେ କାର୍ଯ୍ୟକାରୀ କରିଲେ ନାହିଁ । ୨୦୨୪ ମସିହାରେ ଆମ ସରକାର ଶାସନକୁ ଆସିବା…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକ

ଗୁଣୁପୁର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI। ରାୟଗଡ଼ା ଜିଲ୍ଲା ଗୁଣୁପୁର ତହସିଲ ଅଧୀନ ସିର୍ଜୁଳି ରାଜସ୍ୱ ନିରୀକ୍ଷକ ସୁଶାନ୍ତ ମଲ୍ଲିକ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଜମି ପଟ୍ଟା ଟ୍ରାନ୍ସଫର ପାଇଁ ଅଭିଯୋଗକାରୀଙ୍କ ଠାରୁ ସେ ୨୫ ହଜାର ଟଙ୍କା ଲାଞ୍ଚ…