Author: jagrata orissa

ଦୋହରୀକରଣ ହେବ ପାରାଦୀପ-ହରିଦାସପୁର ରେଲୱେ ଲାଇନ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ଅର୍ଥନୈତିକ ବ୍ୟାପାର କମିଟି ରେଳ ମନ୍ତ୍ରଣାଳୟର ଦୁଇଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ପ୍ରକଳ୍ପଗୁଡ଼ିକର ମୋଟ ଆନୁମାନିକ ବ୍ୟୟ ୩,୯୦୭ କୋଟି ଟଙ୍କା ରହିଛି। ଏହାର ଲକ୍ଷ୍ୟ ହେଲା…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଇଲ ଗାଏବ ଘଟଣା:ନୋଟିସ୍ ଜାରି

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ଫାଇଲ ଗାଏବ ହେବା ଘଟଣାରେ କମିଶନରେଟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଜେଡି ସରକାରରେ ପ୍ରଭାବଶାଳୀ ଅଫିସର ତଥା ପୂର୍ବତନ ଆଇଟି ସଚିବ ମନୋଜ କୁମାର ମିଶ୍ର ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତତକାଳୀନ…

ଝୁଲିଝୁଲି ଧାଡ଼ି ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ

ପୁରୀ: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଗୁରୁବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ ସମସ୍ତେ ଅପେକ୍ଷା କରି ରହିଥିଲେ ମହାପ୍ରଭୁ କାଳିଆ ସାଆନ୍ତଙ୍କୁ। ଭାଇଭଉଣୀଙ୍କୁ ସାଙ୍ଗରେ ଧରି…

୪ ବର୍ଷର ପୁଅକୁ କଟୁରିରେ ହାଣି ହତ୍ୟା କଲେ ବାପା

ଉଦଳା: ବାପା ସାଜିଲେ ଜହ୍ଲାଦ। ଦୁନିଆ କ’ଣ ଜାଣି ନ ଥିବା ୪ ବର୍ଷର ଜନ୍ମ କଲା ପୁଅକୁ କଟୁରିରେ ହାଣି ହତ୍ୟା କଲେ ବାପା। ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲା ଶରତ ଥାନା…

ପହଣ୍ଡି ବିଜେ ଆରମ୍ଭ, ରଥରେ ବିଜେ ହେବେ ଠାକୁରେ

ପୁରୀ,: ଆରମ୍ଭ ହେଲା ବିଶ୍ଵନିୟନ୍ତାଙ୍କ ଘୋଷଯାତ୍ରାର ଆକର୍ଷଣୀୟ ପରମ୍ପରା ପହଣ୍ଡି ବିଜେ। ଘଣ୍ଟ, ଘଣ୍ଟା, ହରିବୋଲ ହୁଳହୁଳି ଧ୍ଵନିର ତାଳେତାଳେ ରଥକୁ ବିଜେ କରୁଛନ୍ତି ଠାକୁରେ। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇଛି। ସେବାୟତମାନଙ୍କ କାନ୍ଧରେ ପ୍ରଭୁ ସୁଦର୍ଶନ ମା ସୁଭଦ୍ରାଙ୍କ…

ବଢ଼ୁଛି ବଂଶ: ଶିମିଳିପାଳରେ ମୋଟ ୩୫ ମହାବଳ

ବାରିପଦା : ମହାବଳ ଗର୍ଜନରେ କମ୍ପୁଛି ଶିମିଳିପାଳର ଘଞ୍ଚ ଜଙ୍ଗଲ । ଜାତୀୟ ଉଦ୍ୟାନରେ କ୍ରମାଗତ ଭାବେ ଜାତୀୟ ପଶୁର ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଶିମିଳିପାଳରେ ମୋଟ ୩୫ଟି ମହାବଳ ଅଛନ୍ତି । ମଧ୍ୟ-ଭାରତୀୟ ଲ୍ୟାଣ୍ଡସ୍କେପ୍‌ରୁ ଆଉ…

ବିଜେପି ପାର୍ଟି ଅଫିସରେ ବଡ଼ ବୈଠକ: ପଞ୍ଚାୟତ, ଶକ୍ତିକେନ୍ଦ୍ର ଏବଂ ବୁଥ ସ୍ତରୀୟ ସଂଗଠନ ନେଇ ଆଲୋଚନା

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିଲା ବଡ଼ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ସହ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ଵଂଶଲ, ତରୁଣ ଚୁଗ୍ ଏବଂ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ଉପସ୍ଥିତ ଥିଲେ । ରାଜ୍ୟ ବିଜେପି…

ବର୍ଷାରେ ଭିଜୁଛି ବଡଦାଣ୍ଡ

ପୁରୀ: ବର୍ଷାରେ ଭିଜୁଛି ବଡଦାଣ୍ଡ, ଭକ୍ତିଭାବରେ ଭିଜୁଛନ୍ତି ଭକ୍ତ । ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା। ଭକ୍ତି, ବିଶ୍ୱାସ ଓ ପରମ୍ପରାର ମହାପର୍ବ ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ। ବର୍ଷକରେ ଥରେ ରତ୍ନସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଆସିବେ ଚତୁର୍ଦ୍ଧାମୂର୍ତ୍ତି।…

ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ରଥଯାତ୍ରା ପାଇଁ ସଜେଇ ହୋଇଛି ବଡ଼ଦେଉଳରୁ ବଡ଼ଦାଣ୍ଡ । ଉତ୍କଣ୍ଠିତ କୋଟି ଓଡ଼ିଆ । ରତ୍ନ ବେଦୀରୁ ଭକ୍ତ ମେଳକୁ ଓହ୍ଲାଇ ଆସିବେ କଳା ସାଆନ୍ତେ । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି…

ରଥଯାତ୍ରା ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

ରଥଯାତ୍ରା ପାଇଁ ସଜେଇ ହୋଇଛି ବଡ଼ଦେଉଳରୁ ବଡ଼ଦାଣ୍ଡ । ଉତ୍କଣ୍ଠିତ କୋଟି ଓଡ଼ିଆ । ରତ୍ନ ବେଦୀରୁ ଭକ୍ତ ମେଳକୁ ଓହ୍ଲାଇ ଆସିବେ କଳା ସାଆନ୍ତେ । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ଶୁଭେଚ୍ଛା ଜଣାଇଛନ୍ତି…