Author: jagrata orissa

ମହାପ୍ରଭୁ ଟାହିଆ ନଥିବା ଶୂନ୍ୟ ମସ୍ତକରେ ରଥାରୂଢ଼

ପୁରୀ: ଆନନ୍ଦ ବଜାର ଗୁମୁଟରୁ ଚୁଙ୍କିଲେନି ମହାପ୍ରଭୁ । ସେବାୟତମାନେ ଯେତେ ବଳ ଲଗାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଧାଡ଼ି ପହଣ୍ଡିରେ ଆଗକୁ ଆଣିବା ନିମନ୍ତେ ଚେଷ୍ଟା କରିଥିଲେ ସବୁ ଫେଲ୍ ମାରିଥିଲା । ବହୁବଳୀମାନଙ୍କ ପତିଆରା ଚୁନା ହୋଇଗଲା । ୪୦…

ଆଜି ଓଡ଼ିଶାର ୭ ଷ୍ଟେସନ୍‌ର ଲୋକାର୍ପଣ, ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,: ଗଜପତି ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେବ । ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଳ କେନ୍ଦ୍ର ପାରଳାଖେମୁଣ୍ଡି ଷ୍ଟେସନର କାୟାକଳ୍ପ ବଦଳି ଯାଇଛି । କେନ୍ଦ୍ର ସରକାରଙ୍କ “ଅମୃତ ଭାରତ ଷ୍ଟେସନ ଯୋଜନା’ରେ ପ୍ରାୟ ୧୭ କୋଟି ଟଙ୍କାରେ ନିର୍ମିତ…

ନିଟ୍‌-ୟୁଜି ଫଳ ପ୍ରକାଶ: ସାତ୍ତ୍ୱିକ ପଟ୍ଟନାୟକ ଓଡ଼ିଶା ଟପର୍‌

ଭୁବନେଶ୍ୱର: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ନିଟ୍-ୟୁଜି ୨୦୨୬ ପରୀକ୍ଷା ଫଳ ଜାରି କରାଯାଇଛି । ଚଳିତଥର ଦେଶ ବିଦେଶର ୫୫୧ଟି ସହରରେ ୫,୪୪୦ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ…

ଦ୍ଵିତୀୟ ଦିନରେ ରଥଟଣା ଆରମ୍ଭ

ପୁରୀ : ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥଟଣା। ଶରଧାବାଲି ଅଭିମୁଖେ ଶ୍ରୀଜିଉଙ୍କ ରଥ। ହରିବୋଲ, ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ। ଶ୍ରୀଗୁଣ୍ଡିଚା ଅଭିମୁଖେ ପ୍ରଥମେ ବଳଭଦ୍ରଙ୍କ ତାଲଧ୍ଵଜ ରଥ ଗଢିଛି। ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିଛି। ଶେଷରେ ନନ୍ଦିଘୋଷ…

ହାତୀ ଆକ୍ରମଣରେ ନାବାଳକ ମୃତ

ସୁନ୍ଦରଗଡ଼:ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବନଖଣ୍ଡ ଅନ୍ତର୍ଗତ ସନ୍ତୋଷପୁର ରିଜର୍ଭ ଫରେଷ୍ଟ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଛି। ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ଜଣେ ୧୬ ବର୍ଷୀୟ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜବାଘାଟ…

ଗାଡ଼ିଆରେ ପଡ଼ି ଶିଶୁ ମୃତ

ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁରୀ ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଅଘଟଣ। ଖେଳୁଥିବା ସମୟରେ ପାଖରେ ଥିବା ଏକ ଗାଡ଼ିଆରେ ପଡ଼ି ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ମହୁରୀ ଗ୍ରାମର ବିଜୟ…

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ

କୋରାପୁଟ: କୋରାପୁଟଜିଲ୍ଲା କୋଟପାଡ଼ ବ୍ଲକ ଚାନ୍ଦିଲି ଗାଁରେ ଘଟିଛି ଅଭାବନୀୟ ଘଟଣା । ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ…

ଇରାନକୁ ଟ୍ରମ୍ପଙ୍କ ଧମକ ; ଶାନ୍ତି କଥାବାର୍ତ୍ତା ନହେଲେ ବଡ଼ ଆକ୍ରମଣ

ୱାଶିଂଟନ : ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପ୍ରସ୍ତାବ ଦେଇଛନ୍ତି। ବୁଧବାର ଟ୍ରମ୍ପ କହିଛନ୍ତି ଯେ ଆଗାମୀ ତିନି ଦିନ ମଧ୍ୟରେ ଇରାନ ଶାନ୍ତି କଥାବାର୍ତ୍ତା ପାଇଁ ଆଗକୁ ନ…

ସରିଲା ପହଣ୍ଡି ବିଜେ, ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ସରିଲା ପହଣ୍ଡି ବିଜେ। ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି। ଧାଡ଼ି ପହଣ୍ଡିରେ ଆସି ଠାକୁରେ ନିଜ ନିଜ ରଥରେ ବିରାଜମାନ ହୋଇଛନ୍ତି। ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଘଣ୍ଟ, ଘଣ୍ଟା, ମୃଦଙ୍ଗ ତାଳରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି। ନିର୍ଦ୍ଧାରିତ…

ଅପରାହ୍ଣ ୪ଟାରେ ଆରମ୍ଭ ହେବ ରଥଟଣା

ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା। ପାଇଁ ଭକ୍ତି, ବିଶ୍ୱାସ ଓ ପରମ୍ପରାର ମହାପର୍ବ ରଥଯାତ୍ରା ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ। ବର୍ଷକରେ ଥରେ ରତ୍ନସିଂହାସନ ଛାଡ଼ି ନିଜ ଭକ୍ତଙ୍କ ଗହଣକୁ ଆସିବେ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ…