Author: jagrata orissa

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ମାମଲାରେ ସଦସ୍ୟ, ରାଜସ୍ୱ ପର୍ଷଦଙ୍କ ନ୍ୟାୟାଳୟର ଗୁରୁତ୍ବପୂର୍ଣ୍ଣ ରାୟ

– ୧୯୫୧ର ଦୀର୍ଘମିଆଦୀ ଲିଜ୍‌ର ବୈଧତା ଉପରେ ରାଜସ୍ୱ ପର୍ଷଦଙ୍କ ପ୍ରଶ୍ନ, ହାଲ ରେକର୍ଡ ସଂଶୋଧନ ପାଇଁ ଜଟଣୀ ତହସିଲଦାରଙ୍କୁ ନିର୍ଦ୍ଦେଶ – ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ବଦ୍ଧପରିକର ରାଜସ୍ୱ ବିଭାଗ ଭୁବନେଶ୍ବର : ଶ୍ରୀଜଗନ୍ନାଥ…

ଓଡ଼ିଶା ସରକାରଙ୍କୁ ₹୧.୧୭ କୋଟିର ଲାଭାଂଶ ପ୍ରଦାନ କଲା ଓଟିଡିସି

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ଆର୍ଥିକ ବର୍ଷ ୨୦୨୪–୨୫ ପାଇଁ ଓଡ଼ିଶା ସରକାରଙ୍କୁ ₹୧.୧୭ କୋଟିର ଲାଭାଂଶ (ଡିଭିଡେଣ୍ଡ) ପ୍ରଦାନ କରିଛି। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ,…

ITEP ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ପ୍ରକାଶିତ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ (Integrated Teacher Education Programme- ITEP) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ଆଜି ସାମ୍ସ ପୋର୍ଟାଲରେ ପ୍ରକାଶିତ ହୋଇଛି। ନ୍ୟାସନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟର (National Common…

ସୁଭଦ୍ରା : ୨୫ ସୁଦ୍ଧା ସରିବ ସମସ୍ତ ଆବେଦନର ଯାଞ୍ଚ ଓ ବ୍ୟାଙ୍କ ଲିଙ୍କ୍ ପ୍ରକ୍ରିୟା

ଭୁବନେଶ୍ୱର,: ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ୫ମ କିସ୍ତି ବିତରଣକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଆଜି ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜୁଲାଇ…

ବିଜେପି ସରକାର ରାଜ୍ୟର ଭବିଷ୍ୟତ ପିଢି ସହ ଖେଳୁଛନ୍ତି

ଝାରସୁଗୁଡା: ରାଜ୍ୟରେ ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପାଇଁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଝାରସୁଗୁଡାରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏକ ପ୍ରତିବାଦ ସଭା ଓ…

‘କେଜି ରୁ ପିଜି’ ପାଠ ପାଇଁ ଫି ଛାଡ଼ ଘୋଷଣା କେବଳ ଏକ ପ୍ରଚାର ସର୍ବସ୍ବ ମାୟାଜାଲ : କଂଗ୍ରେସ

ଭୁବନେଶ୍ୱର: ସରକାରଙ୍କ ‘କେଜି ରୁ ପିଜି’ ମାଗଣା ଶିକ୍ଷା ଏବଂ ଏହାକୁ ନେଇ ହୋଇଥିବା ଠକାମୀ ଉପରେ ଆଜି କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଯୋଗଦେଇ…

ନବୀନଙ୍କୁ ଭେଟିଲେ ଚୌଦ୍ୱାର ମୁନିସିପାଲିଟିର ଅଧ୍ୟକ୍ଷା ଓ କାଉନସିଲର

ଭୁବନେଶ୍ୱର : ଚୌଦ୍ୱାର ମୁନିସିପାଲିଟିର ଅଧ୍ୟକ୍ଷା ମାନସୀ ସାମଲ ଓ ବିଜେଡିର କାଉନସିଲରମାନେ ଆଜି ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଏହି ସାକ୍ଷାତ ସମୟରେ ବିରୋଧୀ ଦଳ ନେତା ଶ୍ରୀ…

ପୁଣି ଜେଲ୍ ଯିବାକୁ ରାଜପାଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ

ମୁମ୍ବାଇ : ବଲିଉଡ୍ କମେଡିଆନ୍ ରାଜପାଲ ଯାଦବଙ୍କୁ ଶୁକ୍ରବାର ବଡ ଝଟକା ମିଳିଛି। ରାଜପାଲଙ୍କ ଦଣ୍ଡାଦେଶ କାଏମ୍ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ। ତଳ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ। ଚେକ୍ ବାଉନ୍ସ ମାମଲାରେ ରାଜପାଲଙ୍କୁ ସଜ୍ଜା କାଏମ ରହିଛି। ପୁଣି…

ସୁପ୍ରିମକୋର୍ଟରେ ବିଚାରପତିଙ୍କ ଆଡ଼କୁ କାଗଜ ଫିଙ୍ଗିଲେ ଆବେଦନକାରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶୁକ୍ରବାର ଏକ ଅପ୍ରୀତିକର ଘଟଣା ଘଟିଛି। ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନର ଶୁଣାଣି ବେଳେ ଆବେଦନକାରୀ ନିଜେ କୋର୍ଟରେ ହାଜର ହୋଇ ବିଚାରପତିଙ୍କ ପ୍ରତି ଅସମ୍ମାନଜନକ ଆଚରଣ କରିଥିଲେ। ସେ ବିଚାରପତିଙ୍କୁ…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜେଇ

ବାରିପଦା:ଲାଞ୍ଚ ନେଉଥିବାବେଳେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ (ଜେଇ) ସୁଶୀଲ କୁମାର ସିଂ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଠିକାଦାରଙ୍କଠାରୁ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବାରିପଦା ଭିଜିଲାନ୍ସ ୟୁନିଟ୍‌ ତାଙ୍କୁ ରଙ୍ଗେହାତ ଗିରଫ କରିଛି।…