Author: jagrata orissa

ପୁଣି ଜଣେ ଆଇପିଏସଙ୍କ ଇସ୍ତଫା

ଭୁବନେଶ୍ଵର : ଜଗମୋହନ ମୀନାଙ୍କ ପରେ ଆଉ ଜଣେ ଯୁବ ଆଇପିଏସଙ୍କ ଇସ୍ତଫା। ଓଡ଼ିଶା କ୍ୟାଡର ଯୁବ ଆଇପିଏସ ସି. ଏ. ରାମଦାସ ଚାକିରି ଛାଡିଛନ୍ତି। ୨୦୨୫ ବ୍ୟାଚ୍ ଆଇପିଏସ ରାମଦାସ ହାଇଦ୍ରାବାଦ ସର୍ଦ୍ଦା ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀରେ…

୨-୧ ରେ ସିରିଜ କବ୍ଚା କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ଆଉ ଏକ ସିରିଜ ପରାଜୟ ବରଣ କରିଛି । ଏଥର, ଭାରତର ୧୯ ବର୍ଷରୁ କମ ଦଳ ଶ୍ରୀଲଙ୍କା ବିପକ୍ଷରେ ଯୁବ ଦିନିକିଆ ସିରିଜ ୧-୨ରେ ହାରିଗଲା । ଶ୍ରୀଲଙ୍କା ଏକ ୱିକେଟରେ ନିର୍ଣ୍ଣାୟକ…

ଏପ୍ରିଲ – ମେ’ରେ ହେବ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ଵର : ୨୦୨୭ ଏପ୍ରିଲ କିମ୍ଵା ମେ ରେ ହେବ ପଞ୍ଚାୟତ ନିର୍ବାଚନ। ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ। SIR କାର୍ଯ୍ୟ ଚାଲିଥିବାରୁ ଏଥର ପଞ୍ଚାୟତ ନିର୍ବାଚନ ସାମାନ୍ୟ ବିଳମ୍ଵ ହେବ। ମାର୍ଚ୍ଚ ପ୍ରଥମ…

ପୁରୀ ବିଧାୟକଙ୍କ ଗୁମାସ୍ତା ଉପାଖ୍ୟାନ ନେଇ ଚର୍ଚ୍ଚା

ପୁରୀ :ପୁରୀ ବିଧାୟକ ସୁନୀଲ ମହାନ୍ତିଙ୍କ ଗୁମାସ୍ତା ଉପାଖ୍ୟାନ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ଆଇଏଏସ୍ ଅଫିସର ସୁଜାତା କାର୍ତ୍ତିକେୟନଙ୍କ ମହାପ୍ରଭୁଙ୍କୁ ଦର୍ଶନ ବେଳେ ଅନୁପସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ…

ରାଜଧାନୀରେ ୭ କ୍ବିଣ୍ଟାଲ ଗଂଜେଇ ଜବତ

ଭୁବନେଶ୍ୱର:ଗଞ୍ଜେଇ ସ୍ମଗ୍ଲିଂର ନୂଆ ଫଣ୍ଡା। ଟ୍ରକରେ ଆସୁଛି ଗଞ୍ଜେଇ, ଫୋନ୍ ପେ’ରେ ଯାଉଛି ଟଙ୍କା। କେହି କାହାକୁ ଚିହ୍ନି ନଥିଲେ ବି ସିଗ୍ନାଲରେ ହେଉଛି କାରବାର। ରାଜଧାନୀରେ ଚଢ଼ାଉ କରି ଟ୍ରକ୍ ଭର୍ତ୍ତି ବିପୁଳ ଗଞ୍ଜେଇ ଜବତ କରିଛି ଅବକାରୀ ଟିମ୍।…

ବାଘ ମୃତ୍ୟୁ ମାମଲା: ୨ କୁଖ୍ୟାତ ଶିକାରୀ ଗିରଫ

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ବାଘ ମୃତ୍ୟୁ ମାମଲାରେ ବନ ବିଭାଗର ବଡ଼ ଆକ୍ସନ। ବନ୍ଧାହେଲେ ହେଲେ ୨ କୁଖ୍ୟାତ ଶିକାରୀ । ରାତିଅଧରେ କରାଗଲା କୋର୍ଟ ଚାଲାଣ। ଗିରଫ ଅଭିଯୁକ୍ତ ହେଲେ ବଳରାମ ଭୂୟାଁ ଓ ରବୀନ୍ଦ୍ର ଗୌଡ଼ । ଉଭୟଙ୍କ ନିକଟରୁ…

ବଢୁଛି ମହାନଦୀ ଜଳସ୍ତର

ଭୁବନେଶ୍ୱର: ବଢୁଛି ମହାନଦୀ ଜଳସ୍ତର। ଗତକାଲି ହୀରାକୁଦ ଜଳ ଭଣ୍ଡାରରୁ ୧୦ଟି ଗେଟ ଦେଇ ପ୍ରଥମ ବନ୍ୟାଜଳ ଆସିବା ପରେ ଜଳସ୍ତର ବଢିଛି । ତେବେ ସୁବର୍ଣ୍ଣପୁରକୁ ଏହି ବନ୍ୟାଜଳ ପହଞ୍ଚିବାକୁ ୧୮ ଘଣ୍ଟା ସମୟ ଲାଗିଥାଏ । ଏଣୁ ଆଜି…

ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ମୋଦି

ମେଲବର୍ଣ୍ଣ : ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ମୋଦି। ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଐତିହାସିକ କ୍ରିକେଟ୍ ଗ୍ରାଉଣ୍ଡ ମେଲବର୍ଣ୍ଣରେ ପହଞ୍ଚିଥିଲେ। ତାଙ୍କ ସହ ଉପସ୍ଥିତ ଥିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲବାନିଜ୍ ଏବଂ ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳର…

ଟିଏମସି ଛାଡ଼ିଥିବା ନେତାଙ୍କୁ ଟିକେଟ ଦେଲା ବିଜେପି

ପୂର୍ବତନ ତୃଣମୂଳ କଂଗ୍ରେସ (ଟିଏମସି) ରାଜ୍ୟସଭା ସାଂସଦ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ ପ୍ରକାଶ ଚିକ ବଡ଼ାଇକଙ୍କୁ ପଶ୍ଚିମବଙ୍ଗରେ ଜୁଲାଇ ୨୪ ରେ ହେବାକୁ ଥିବା ରାଜ୍ୟସଭା ଉପ-ନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି।…

ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ

ଗୁରୁଗ୍ରାମର ସୁଶାନ୍ତ ଲୋକ ଫେଜ୍-୨ ଠାରେ ସଶସ୍ତ୍ର ଗ୍ୟାଙ୍ଗଷ୍ଟରମାନଙ୍କ ସହ ହୋଇଥିବା ଏକ ହାଇ-ଭୋଲ୍ଟେଜ୍ ଏନକାଉଣ୍ଟର (ଗୁଳି ବିନିମୟ) ବେଳେ ଚାରି ଜଣ ଅପରାଧୀ ନିହତ ହୋଇଛନ୍ତି ଏବଂ ଗୁରୁଗ୍ରାମ ପୋଲିସ କ୍ରାଇମ ବ୍ରାଞ୍ଚର ତିନି ଜଣ କର୍ମଚାରୀ ଗୁଳିମାଡ଼ରେ ଆହତ…