Author: jagrata orissa

ଭୁବନେଶ୍ୱରରେ ଉପରାଷ୍ଟ୍ରପତି

ଭୁବନେଶ୍ୱର : ଓଡ଼ିଶାରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଉପରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପରାଷ୍ଟ୍ରପତିଙ୍କୁ ସ୍ବାଗତ…

କେଜିରୁ ପିଜି ମାଗଣା ଶିକ୍ଷା କାର୍ଯ୍ୟକାରୀ;ଫେରସ୍ତ କରାଯିବ ନାମଲେଖା ଫି

ଭୁବନେଶ୍ୱର: ଗତ ୧ ତାରିଖରେ କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦିତ ହୋଇଥିଲା । ବିଧିବଦ୍ଧ ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି ।ବର୍ତ୍ତମାନ…

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର ସଙ୍ଗୀତ ଦୁନିଆ ପାଇଁ ଗର୍ବର ମୁହୂର୍ତ୍ତ ।ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ରଗ୍ରାଣ୍ଡ୍ ଫିନାଲେରେ ପହଞ୍ଚିଛନ୍ତି ସୁମଧୁର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ । ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁଅଭିନନ୍ଦନ ଜଣାଇଛନ୍ତି ।…

ରାଜ୍ୟରେ ପୁଣି ବଢ଼ିପାରେ ବର୍ଷା

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ରାଜ୍ୟରେ ପୁଣି ବର୍ଷା ବଢ଼ିପାରେ । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ବର୍ଷା ହେବ । ୯ରୁ ୧୨ ତାରିଖ ଯାଏ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା…

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ସୁବ୍ରତ ସାମଲ

ଚୌଦ୍ୱାର : ପୁଣି ଚର୍ଚ୍ଚାକୁ ଆସିଲା କଟକ-ଚୌଦ୍ବାର ରାଜନୀତି । ବିଜେଡି ଛାଡ଼ିଲେ ଚୌଦ୍ଵାର ପୌରପାଳିକା ୧୨ନମ୍ୱର ୱାର୍ଡର ପ୍ରଭାବଶାଳୀ କାଉନସିଲର ସୁବ୍ରତ ସାମଲ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବତନ ବିଧାୟକ ପ୍ରଭାତ…

ପଟିଆରୁ କିଟ୍ ରାସ୍ତା ପାର୍ଶ୍ଵରେ ବେଆଇନ ଦୋକାନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର ପଟିଆରୁ କିଟ୍ ରାସ୍ତା ପାର୍ଶ୍ଵରେ ଥିବା ବେଆଇନ ଦୋକାନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାରୀ ଜମିରେ ଜବରଦଖଲ କରି ଗଢ଼ି ଉଠିଥିବା ଦୋକନ ଓ ଘର ଉଛେଦ ଆରମ୍ଭ କଲା ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମ୍ୟାନେଜିଂ କମିଟି। ଦୀର୍ଘଦିନ…

ଭୁବନେଶ୍ବର କୋର୍ଟରେ ବୋମା ଆତଙ୍କ

ଭୁବନେଶ୍ବର : ଭୁବନେଶ୍ବର କୋର୍ଟରେ ବୋମା ଆତଙ୍କ । କୋର୍ଟ ପରିସରରେ ଭୟର ବାତାବରଣ । ଏହା ମଧ୍ୟରେ କୋର୍ଟରେ ବୋମା ନିଷ୍କ୍ରିୟକାରୀ ଟିମ୍‌ର ଛାନ୍‌ଭିନ୍‌ । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଯାଞ୍ଚ । ତେବେ ବୋମା ଧମକ ମିଳିବା…

ଥାନାରୁ ଚମ୍ପଟ ଅଭିଯୁକ୍ତ ଧରାପଡ଼ିଲା

ସୋର: ଅସଦାଚରଣଅଭିଯୋଗରେ ଅଟକ ଥିବା ଜଣେ ଅଭିଯୁକ୍ତ ଥାନାରୁ ଗତକାଲି ଚମ୍ପଟ ମାରିଥିବା ବେଳେ ଆଜି ସକାଳେ ଅଭିଯୁକ୍ତ ଗଣେଶ ମୁଣ୍ଡାକୁ ପୁଲିସ ଧରିବାରେ ସକ୍ଷମ ହୋଇଛି। ତାକୁ ପୁଲିସ ଆଣି ଥାନାରେ ପଚରାଉଚରା କରୁଥିବା ଜଣାଯାଇଛି। ସୂଚନା ଅନୁସାରେ ଗତକାଲି…

ସୁନ୍ଦରପଦା ବୋମା ବିସ୍ଫୋର ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର : ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣାରେ NIAର ବଡ଼ ଆକ୍ସନ। ୟୁପିରୁ ରୋହନ ରଞ୍ଜନ ରାଉତରାୟକୁ ଉଠାଇଲା ଜାତୀୟ ତଦନ୍ତକାରୀ ସଂସ୍ଥା। ଭୁବନେଶ୍ବର ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣାରେ ରୋହନର ସମ୍ପୃକ୍ତି ଥିବା NIA ଜାଣିବାକୁ ପାଇଥିଲା। ରୋହନ ବିରୋଧରେ…

ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ ’ ବ୍ୟବସ୍ଥାର ଶୁଭାରମ୍ଭ

କଟକ :-ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ଆଜି ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ କରିଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ…