Author: jagrata orissa

ପ୍ରକାଶ ପାଇଲା ଯୁକ୍ତ ଦୁଇ ମେରିଟ ଲିଷ୍ଟ: ଆଗରେ ରେଭେନ୍ସା

ଭୁବନେଶ୍ଵର : ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ ଲିଷ୍ଟ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ଇ-ନାମଲେଖାର ପ୍ରଥମ ପର୍ଯ୍ୟାୟ ମନୋନୟନ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ମୋଟ…

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ସୁନ୍ଦରଗଡ଼: ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ। ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜର ଡିମ୍ବାଟୋଲାରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ପଡ଼ୋଶୀ ଘରୁ ସକାଳେ ନିଜ ଘରକୁ ଫେରୁଥିବା ବେଳେ ହାତୀଟି ବୃଦ୍ଧଙ୍କୁ ଟେକି କଚାଡ଼ି ଦେଇଥିବା ସୂଚନା…

ସୁରତ ଚାଲାଣ ବେଳେ ୪ ନାବାଳକ ଉଦ୍ଧାର

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ। ଗତକାଲି ରାତିରେ ଛତ୍ରପୁର ରେଳ ଷ୍ଟେସନରୁ ସୁରତ ଚାଲାଣ ବେଳେ ୪ ଜଣ ନାବାଳକଙ୍କୁ ଉଦ୍ଧାର କରିଛି ପ୍ରଶାସନ। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ଶ୍ରମ ବିଭାଗ ଏବଂ ପୋଲିସର ମିଳିତ…

ଲଜ୍ଜାଜନକ, ଶୋଚନୀୟ: ଇଂଲଣ୍ଡଠାରୁ ୧୨୫ ରନରେ ହାରିଲା ଟିମ୍ ଇଣ୍ଡିଆ

ଲଜ୍ଜାଜନକ, ଶୋଚନୀୟ । କିଛି ମାସ ପୂର୍ବରୁ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିୟନ ହୋଇଥିବା ଭାରତର ଦୟନୀୟ ପ୍ରଦର୍ଶନ । ପ୍ରଥମେ ଆୟର୍ଲାଣ୍ଡଠାରୁ ୦-୨ରେ ସିରିଜ୍ ହାରିବା ପରେ ଏବେ ଇଂଲଣ୍ଡ ବିପକ୍ଷରେ ସବୁଠାରୁ ବଡ଼ ପରାଜୟ । ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିରେ ସବୁଠାରୁ…

ରାଜ୍ୟର ଗାଡ଼ିଚାଳକ ଓ ମାଲିକମାନେ ସାବଧାନ.. ଏଣିକି

ଭୁବନେଶ୍ୱର:ରାଜ୍ୟର ଗାଡ଼ିଚାଳକ ଓ ମାଲିକମାନେ ସାବଧାନ। ଯଦି ଆପଣଙ୍କ ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ନାହିଁ, ତାକୁ ତୁରନ୍ତ ଠିକ୍ କରାଇ ନିଅନ୍ତୁ ନଚେତ୍ ରାସ୍ତାରେ ଗାଡ଼ିକୁ ଚଳାନ୍ତୁ ନାହିଁ। ଏଣିକି କେବଳ ଜୋରିମାନା ବା ଚାଲାଣ କାଟି ଆପଣଙ୍କ ଗାଡ଼ିକୁ ଛାଡ଼ି…

ଝାଞ୍ଜ ପାହାଡରେ ଦୁଇ ଯୁବକ ନିଖୋଜ

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ବରିହାପାଲି ପଞ୍ଚାୟତର ଝାଞ୍ଜ ପାହାଡରେ ଦୁଇ ଯୁବକ ନିଖୋଜ। ନିଖୋଜ ଯୁବକମାନେ ହେଲେ ରାଜ ମଲ୍ଲିକ ଓ ଗଣେଶ ଡୁଡୁକା। ସୂଚନା ଅନୁଯାୟୀ, କନସିଂହା ଗ୍ରାମର ମୋଟ ୯ ଜଣ ଯୁବକ ଗତକାଲି ଝାଞ୍ଜ ପାହାଡ ପାଦଦେଶରେ…

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ଭୁବନେଶ୍ବର: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୨୩ ଫୁଟ୍ ରହିଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୬୨ ହଜାର ୭୫୫ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ୩୦ ହଜାର ୪୪…

ପୁଲିସ୍ ଗୁଳିରେ ଟଳିଲା ଦୁଷ୍କର୍ମକାରୀ

କୋଲକାତା; ପୁଲିସ୍ ଗୁଳିରେ ଟଳିଲା ଦୁଷ୍କର୍ମକାରୀ । ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗନା ଜିଲ୍ଲା ବରୁଇପୁରରେ ନିକଟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ନାବାଳିକା ଦୁଷ୍କର୍ମ…

ଭିଡ ଓ ଦୁର୍ଘଟଣା ସମସ୍ୟାର ସ୍ଥାୟୀ ସମାଧାନ ସ୍କାୟୱାକ:ଅପରାଜିତା

ସ୍ମାର୍ଟ ସିଟି ଭୁବନେଶ୍ୱର ରେ ଓଡ଼ିଶାର ପ୍ରଥମ ସ୍ମାର୍ଟ ସ୍କାୟୱାକ ଷ୍ଟିଲ ଓ କାଚ ରେ ନିର୍ମିତ ହେବ ପଳାଶୁଣୀ-ରସୁଲଗଡ ୪୫୦ ମିଟର ସ୍କାୟୱାକ ତିନୋଟି ନୂଆ ଫୁଟ୍ ଓଭର୍ ବ୍ରିଜ୍ ସମେତ ୬ଟି ଲିଫ୍ଟ ଓ ଅତ୍ୟାଧୁନିକ ସୁବିଧା ଖର୍ଚ୍ଚ…

ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ଜି.ଏଚ୍. ଭିକ୍ଟର ଜୋସେଫଙ୍କ ଅତିରିକ୍ତ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର:ଭାରତୀୟ ରେଳ ଇଞ୍ଜିନିୟର୍ସ ସେବା (IRSE)ର ବରିଷ୍ଠ ଅଧିକାରୀ ଶ୍ରୀ ଜି.ଏଚ୍. ଭିକ୍ଟର ଜୋସେଫ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ (Additional General Manager) ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହିତ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ/ରୋଡ୍ ସେଫ୍ଟି…