Author: jagrata orissa

ବର୍ଷାରେ ମୁମ୍ବାଇ ବେହାଲ: ଚାରିମହଲା ଘର ଭୁଶୁଡ଼ି ୬ ମୃତ

ମୁମ୍ବାଇ: ମୁମ୍ବାଇର ମାନଖୁର୍ଦ ଅଞ୍ଚଳରେ ଏକ ଚାରିମହଲା ଘର ଭୁଶୁଡ଼ିବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଚାପି ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ…

ସମର୍ପିତ ରାଷ୍ଟ୍ରନେତା ଓ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତକ ଥିଲେ ଡା.ଶ୍ୟାମାପ୍ରସାଦ ମୁଖାର୍ଜୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଡା.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନ ଏହି ଦେଶ ପାଇଁ ଏମିତି ଏକ ଅମୂଲ୍ୟ ଉପହାର, ଯାହା ପ୍ରତିଟି ଭାରତବାସୀଙ୍କୁ ରାଷ୍ଟ୍ରଭକ୍ତି ଓ ସେବାର ଅନନ୍ତ ପ୍ରେରଣା ଦେଇଥାଏ । ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରବୋଧର ଉତ୍‌ଥାନ ପାଇଁ…

ସୋମବାର ପୁରୀ–କୋରାପୁଟ ଏକ୍ସପ୍ରେସ ଓ ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ଏବଂ ଯାତ୍ରୀ ସେବାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆସନ୍ତା ୬ ତାରିଖରେ ପୁରୀ ରେଳଷ୍ଟେସନରୁ “ପୁରୀ–କୋରାପୁଟ ଉଦ୍‌ଘାଟନୀ ସ୍ପେଶାଲ ଏବଂ ବ୍ରହ୍ମପୁର ରେଳଷ୍ଟେସନରୁ “ବ୍ରହ୍ମପୁର–ଉଧନା (ସୁରଟ) ଅମୃତ…

ଗୋ-ମାଫିଆଙ୍କୁ ଗୁପ୍ତ ସୂଚନା ଲିକ୍ : ଏଏସଆଇ, କନଷ୍ଟେବଳ ନିଲମ୍ୱିତ

ବାରିପଦା : ଗୋ-ମାଫିଆଙ୍କୁ ଗୁପ୍ତ ସୂଚନା ଲିକ୍ କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାର ଏଏସଆଇ ଏବଂ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ଜଣେ ହୋମଗାର୍ଡଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଥାନାର ଏଏସଆଇ…

କୁଖ୍ୟାତ ଲୁଟେରାକୁ ଏନ୍‌କାଉଣ୍ଟର

କେନ୍ଦୁଝର: କେନ୍ଦୁଝର ପୁଲିସର ବଡ଼ ଆକ୍ସନ୍‌। କୁଖ୍ୟାତ ଲୁଟେରା ମହମ୍ମଦ ନାସିଫକୁ କଲା ଏନ୍‌କାଉଣ୍ଟର। ନାସିଫର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଧରରଣୀଧ ମେଡିକାଲରେ କଲେଜରେ ଭର୍ତ୍ତି କରାଯାଇଛି। ମେଡିକାଲ ପରିସରରେ ସଶସ୍ତ୍ର ପୁଲିସ…

ସୋମବାର ପଶ୍ଚିମ ଓଡ଼ିଶାରେ ହୋଇପାରେ ଅତିପ୍ରବଳ ବର୍ଷା

ଭୁବନେଶ୍ୱର : ଗତ ୫ ଦିନରେ ନାକେଦମ୍‌ କଲାଣି ବର୍ଷା । ସ୍ୱାଭାବିକଠାରୁ ୨୩୪% ଅଧିକ ବର୍ଷିଛି । କେଉଁଠି ଘରେ ପାଣି ପଶିଲାଣି ତ’ ଆଉ କେଉଁଠି ରାସ୍ତା ଧସେଇ ଦେଲାଣି । ନିର୍ଧୁମ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ।…

ଆଜି ରଥଯାତ୍ରା ଶେଷ ସ୍ୱତନ୍ତ୍ର ସମନ୍ୱୟ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ

ପୁରୀ,: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ୨୦୨୬ ପାଇଁ ଶେଷ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ । ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସବୁ ବିଭାଗର ରଥଯାତ୍ରା ପ୍ରସ୍ତୁତି ରିପୋର୍ଟ ଦେଖିବେ ମୁଖ୍ୟମନ୍ତ୍ରୀ । ପୁରୀ…

ଗୌରୀ ସ୍ପ୍ରେଟଙ୍କୁ ବିବାହ କଲେ ଆମିର ଖାନ

ମୁମ୍ବାଇ:ବଲିଉଡ୍‌ ଅଭିନେତା ଆମିର ଖାନ ୬୧ ବର୍ଷ ବୟସରେ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ଦୁଇଟି ବିବାହ ବିଚ୍ଛେଦ ପରେ ସେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ଏକ ପଞ୍ଜିକୃତ ବିବାହରେ ବିବାହ କରିଥିବା ସୂଚନା ମିଳିଛି। ମୁମ୍ବାଇର…

ବଢ଼ୁଛି ମହାନଦୀ, ବଂଶଧାରା ଓ ବୈତରଣୀ

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ୩ଦିନ ହେଲା ସାରା ରାଜ୍ୟରେ ଲଗାଣ ବର୍ଷା ହେଉଛି। ଏହାରି ଫଳରେ କେଉଁଠି ଘରେ ପାଣି ପଶି ଜିନିଷପତ୍ର ବୁଡିଲାଣି ତ ଆଉ କେଉଁଠି ପାଣି ଘେରରେ ଲୋକେ ରହିଛନ୍ତି। ଗାଁରୁ ସହର ସବୁଠି ଲଗାଣ…

ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ୍ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତାଦେଶ

– ସମସ୍ତ ଆରଡିସି ଏବଂ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆସିଛି ଯେ, ଭୂଦାନ ଜମିର ବଣ୍ଟନ କ୍ଷେତ୍ରରେ ପ୍ରଚଳିତ ନିୟମାବଳୀର ସମ୍ପୂର୍ଣ୍ଣ ପାଳନ ଏବଂ ସମ୍ପୃକ୍ତ ଜମିର ଅଭିଲେଖର ଯଥାର୍ଥ ଯାଞ୍ଚ ବିନା…