Category: ଅପରାଧ

Your blog category

ଲୁଟ ପାଇଁ ବୃଦ୍ଧାଙ୍କୁ ହତ୍ୟା

କବିସୂର୍ଯ୍ୟନଗର: ଲୁଟ ପାଇଁ ବୃଦ୍ଧାଙ୍କୁ ହତ୍ୟା। ସୁନା ଚୋରି କରିବାକୁ ଆସି ବୃଦ୍ଧାକୁ ମାରିଦେଲେ ଚୋର। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଘାଟ ପାଇକ ସାହିର ଏ ଘଟଣା। ଲୁଟ ଲାଗି ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧା ଜଣକ…

ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲା: ଏନ୍‌ଆଇଏର ଛାନ୍‌ଭିନ୍

ଭୁବନେଶ୍ୱର: ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ମାମଲାରେ ଏବେ ଅଭିଯୁକ୍ତ ରୋହନ ରଞ୍ଜନ ରାଉତ ଉପରେ ଫୋକସ୍ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) । ତା’ ମୋବାଇଲ୍‌ରେ କିଛି ବୋମା ପ୍ରସ୍ତୁତିର ଭିଡିଓ ଓ ଫଟୋଚିତ୍ର ଥିବାର ସୁରାକ ମିଳିଛି ।…

ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ବିଭତ୍ସ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ପୁଣି ଏକ ମୁଣ୍ଡ ଗଡ଼ିଛି । ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ଗାଁ ଛକ ନିକଟରେ ଜଣେ ଯୁବକଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଏହି କାଣ୍ଡ ଘଟିଛି।…

ବିବାହର ଚତୁର୍ଥ ଦିନରେ ନବବଧୂ ଫେରାର

ବୈଶିଙ୍ଗା: ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍ ପାର୍ଟି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ, ଚତୁର୍ଥ ଦିନରେ ନବବଧୂ ଜଣକ…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜେଇ

ବାରିପଦା:ଲାଞ୍ଚ ନେଉଥିବାବେଳେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ (ଜେଇ) ସୁଶୀଲ କୁମାର ସିଂ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଠିକାଦାରଙ୍କଠାରୁ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବାରିପଦା ଭିଜିଲାନ୍ସ ୟୁନିଟ୍‌ ତାଙ୍କୁ ରଙ୍ଗେହାତ ଗିରଫ କରିଛି।…

ରାଜଧାନୀରେ ୭ କ୍ବିଣ୍ଟାଲ ଗଂଜେଇ ଜବତ

ଭୁବନେଶ୍ୱର:ଗଞ୍ଜେଇ ସ୍ମଗ୍ଲିଂର ନୂଆ ଫଣ୍ଡା। ଟ୍ରକରେ ଆସୁଛି ଗଞ୍ଜେଇ, ଫୋନ୍ ପେ’ରେ ଯାଉଛି ଟଙ୍କା। କେହି କାହାକୁ ଚିହ୍ନି ନଥିଲେ ବି ସିଗ୍ନାଲରେ ହେଉଛି କାରବାର। ରାଜଧାନୀରେ ଚଢ଼ାଉ କରି ଟ୍ରକ୍ ଭର୍ତ୍ତି ବିପୁଳ ଗଞ୍ଜେଇ ଜବତ କରିଛି ଅବକାରୀ ଟିମ୍।…

ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି: ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ । ଶ୍ରୀ ଶନିଶ୍ଚର ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦାନ ବାକ୍ସ…

ନାବାଳିକା ଦୁଷ୍କର୍ମ ମାମଲାରେ; ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ

ଢେଙ୍କାନାଳ:ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଢେଙ୍କାନାଳ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିବା ସାଗର ବାରିକଙ୍କୁ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।ଢେଙ୍କାନାଳ ଅତିରିକ୍ତ…

ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍, ଯୁବକ ଅଟକ

ପୁରୀ: ରଥଯାତ୍ରା ପାଇଁ ଆଉ ମାତ୍ର ୬ ଦିନ ବାକି। ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏ ସବୁ ସତ୍ତ୍ୱେ ଆଜି ପୁଣି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିଛି। ଆଜି ଭୋର ସମୟରେ ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଏକ…

ପଥର ବୋଝେଇ ଟ୍ରକ୍‌ ଉପରେ ଗୁଳିମାଡ଼

କୁତ୍ରା: ସୁନ୍ଦରଗଡ଼ଜିଲ୍ଲା କୁତ୍ରା ଥାନା ଅଞ୍ଚଳରେ ପୁଣି ଅପରାଧୀଙ୍କ ଦୌରାତ୍ୟ ଦେଖିବାକୁ ମିଳିଛି। କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡା ଜଙ୍ଗଲ ନିକଟରେ ପଥର (ଚିପ୍ସ) ବୋଝେଇ ଏକ ଟ୍ରକ ଉପରକୁ ଦୁର୍ବୁତ୍ତମାନେ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଡ୍ରାଇଭର ଅଳ୍ପକେ…