Category: ରାଜ୍ୟ

ଜାପାନ ପ୍ରତିନିଧିମଣ୍ଡଳୀ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ବର: ଜାପାନର ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ଓଡ଼ିଶାରେ ଅଧିକ ବିଦେଶୀ ପୁଞ୍ଜି ନିବେଶ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏଭଳି ଆଲୋଚନା ଅନେକ ଗୁରୁତ୍ବ ବହନ କରୁଛି ।ଆକ୍ମେ ଗ୍ରୁପର ଅଧ୍ୟକ୍ଷ ମନୋଜ…

ବିଦ୍ୟୁତ ସଂସ୍ପର୍ଶରେ ଆସି ଶିଶୁପୁତ୍ର ମୃତ

କୋମନା: ନୂଆପଡ଼ାଜିଲ୍ଲା କୋମନା ଥାନା ଭେଳା ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ଘଟିଛିl ମିଳିଥିବା ସୁଚନା ଅନୁସାରେ ଗତକାଲି ରାତିରେ ଭେଳା ଗାଁର ଛତ୍ରିଆପଡାର କୁଳମଣି ମାଝୀଙ୍କ ଦୁଇ ବର୍ଷର ନାବାଳକ ଶିଶୁ ପୁଅ ନିଜ ଘରେ…

ଓଏଏସ୍‌ ବରିଷ୍ଠତା ବିବାଦ; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଆଦେଶ

କଟକ: ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ଗ୍ରୁପ୍-ଏ (ଜେବି) ଅଧିକାରୀଙ୍କ ମଧ୍ୟରେ ବହୁ ଦିନରୁ ଲାଗି ରହିଥିବା ବରିଷ୍ଠତା ବିବାଦ ମାମଲାରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। କୋର୍ଟ ଏହି ମାମଲାରେ ପ୍ରକାଶିତ ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା କାର୍ଯ୍ୟକାରୀ କରିବା ଉପରେ…

ଡାକ୍ତରଙ୍କ ଆନ୍ଦୋଳନ: କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ-ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥିତି ଉପରେ ଅନୁଧ୍ୟାନ କରୁଛୁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ମୋହନ ପଣ୍ଡା। ଢେଙ୍କାନାଳ ଓ କଳାହାଣ୍ଡି ଜିଲାରେ ଡାକ୍ତର କାର୍ଯ୍ୟରେ ଯୋଗ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ହୋଇପାରୁନି ଶବ ବ୍ୟବଚ୍ଛେଦ

ସୁନ୍ଦରଗଡ: ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ହୋଇପାରୁନି ଶବ ବ୍ୟବଚ୍ଛେଦ। ୪୮ ଘଣ୍ଟା ହେବ ହସ୍ପିଟାଲରେ ପଡ଼ିରହିଛି ନାବାଳକର ମୃତଦେହ । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଯୋଡା ହସ୍ପିଟାଲରେ ପଡି ରହିଛି ମୃତଦେହ। ମାଲଦା ସଂରକ୍ଷିତ ଜଙ୍ଗଲରେ ମାଙ୍ଗାନିଜ୍ ଉତ୍ତୋଳନ ବେଳେ…

ତୁହାକୁ ତୁହା ବର୍ଷାରେ ଭିଜୁଛି ପୂରା ଓଡି଼ଶା

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ଆଗାମୀ ୪ ଦିନ ପର୍ୟ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତୁହାକୁ ତୁହା ବର୍ଷାରେ ଭିଜୁଛି ପୂରା ଓଡି଼ଶା। ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ…

ବଳରାମ ଦାସଙ୍କ ସମାଧିପୀଠସ୍ଥିତ ବେଗୁନିଆରେ ନିର୍ମାଣ ହେବ ‘ଲକ୍ଷ୍ମୀ ପୁରାଣ କରିଡର’

ଭୁବନେଶ୍ୱର,: ମିଶନ ଶକ୍ତି ଭବନସ୍ଥିତ ଅଡିଟୋରିଅମ ହଲ୍‌ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ “ଶକ୍ତି ବନ୍ଦନାର ମହାଗାଥା – ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ…

ପାଣିପାଗ ତଥ୍ୟ ଓ ପୂର୍ବାନୁମାନ ଆହୁରି ସଶକ୍ତ ଓ ନିର୍ଦ୍ଦିଷ୍ଟ ହେବ

ଭୁବନେଶ୍ୱର: ପାଣିପାଗ ତଥ୍ୟ ଓ ପୂର୍ବାନୁମାନ ଆହୁରି ସଶକ୍ତ ଓ ନିର୍ଦ୍ଦିଷ୍ଟ ହେବ । ସମ୍ବଲପୁରରେ ଡପଲର ରାଡାର ସ୍ଥାପନ କାମ ପ୍ରାୟତଃ ଶେଷ ହୋଇଗଲାଣି । ଖୁବ୍‌ଶୀଘ୍ର ଏହାର ଉଦଘାଟନ କରାଯିବ । ସେହିପରି ବାଲେଶ୍ୱରରେ ପ୍ରସ୍ତାବିତ ଡପଲର ରାଡାର…

ଶୁକ୍ରବାର ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଫିଟିବ

ପୁରୀ: ସ୍ନାନବେଦିରେ ୧୦୮ ଗରା ଜଳ ଲାଗି ପରେ ଶ୍ରୀବିଗ୍ରହ ଅସୁସ୍ଥ । ଶୀଘ୍ର ଆରୋଗ୍ୟ କାମନା କରି ଦଇତାପତି ସେବକମାନେ ଅଣସର ଘରେ ଦାରୁବ୍ରହ୍ମଙ୍କ ଗୁପ୍ତ ପୂଜାରେ ଲାଗିଛନ୍ତି । ଅନବସର ୫ ଦିନ ଶୁକ୍ରବାର ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଫିଟିବ…

ଲଘୁଚାପ ପ୍ରଭାବରେ ଜାରି ରହିଛି ତୁହାକୁ  ତୁହା ବର୍ଷା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଜାରି ରହିଛି ତୁହାକୁ ତୁହା ବର୍ଷା । ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଢାଳିଛି । ପାଣିପାଗ ପୂର୍ବାନୁମାନ ଯାହା, ଲଘୁଚାପ ଆହୁରି ଘନୀଭୂତ ହେବ । ଏହା ପ୍ରଭାବରେ ଆସନ୍ତା…