ଏସ୍ଆଇଆର୍ ପ୍ରକ୍ରିୟା ; ଜାନୁଆରୀ ୧୦ରେ ସାନି ଚୂଡ଼ାନ୍ତ ଭୋଟର ତାଲିକା
ଭୁବନେଶ୍ୱର: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର୍ ଏବଂ ୨୦୨୭ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ହେଉଥିବା ଯୁବକ ଯୁବତୀଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଘରକୁ ଘର ଯାଞ୍ଚ ଚାଲିଛି। ଆସନ୍ତା…










