Category: ରାଜନୀତି

ରଥଯାତ୍ରା ସମସ୍ତଙ୍କ ପାଇଁ ଏକ ପବିତ୍ର ଓ ଗୌରବମୟ ଦିନ:ଧର୍ମେନ୍ଦ୍ର

ପୁରୀ : ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀକ୍ଷେତ୍ର ପୁରୀ ଗସ୍ତ କରି ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବା ସହ ଚତୁର୍ଦ୍ଧାମୂରତିଙ୍କ ଦର୍ଶନ କରିଛନ୍ତି ।ଏହି ପବିତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ପ୍ରଧାନ…

ବିଜେପି ପାର୍ଟି ଅଫିସରେ ବଡ଼ ବୈଠକ: ପଞ୍ଚାୟତ, ଶକ୍ତିକେନ୍ଦ୍ର ଏବଂ ବୁଥ ସ୍ତରୀୟ ସଂଗଠନ ନେଇ ଆଲୋଚନା

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିଲା ବଡ଼ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ସହ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ଵଂଶଲ, ତରୁଣ ଚୁଗ୍ ଏବଂ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ଉପସ୍ଥିତ ଥିଲେ । ରାଜ୍ୟ ବିଜେପି…

ତ୍ରୁଟିଶୂନ୍ୟ ବହି ଛାତ୍ରଛାତ୍ରୀ ମାନଙ୍କୁ କେବେ ପ୍ରଦାନ କରାଯିବ ତାର ସ୍ପଷ୍ଟୀକରଣ ଦିଅ: ବିଜେଡି

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀର ବହିରେ ବ୍ୟାପକ ତ୍ରୁଟି ହେବାକୁ ନେଇ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ କରିବାକୁ ଦେଇଥିବା ବେଳେ ଆଜି ବିଜେପି ତରଫରୁ ବହିରେ ତ୍ରୁଟି ଥିବା କଥା ସ୍ୱୀକାର କରିଛନ୍ତି । ଏହି ଘଟଣା ପ୍ରାୟ ଏକମାସ ହୋଇ…

କିଛି ଷଡଯନ୍ତ୍ରକାରୀ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ପ୍ରୟାସ କରୁଛନ୍ତି: ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର: ଗତ ୨୦୨୦ ମସିହାରୁ ଦେଶରେ ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି) ଲାଗୁ ହେବା ପରେ ମଧ୍ୟ ତତ୍କାଳୀନ ବିଜେଡି ସରକାର ଏହାକୁ ଓଡିଶା ରାଜ୍ୟରେ କାର୍ଯ୍ୟକାରୀ କରିଲେ ନାହିଁ । ୨୦୨୪ ମସିହାରେ ଆମ ସରକାର ଶାସନକୁ ଆସିବା…

ତିନି ଦିନିଆ ଗସ୍ତରେ ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ

ଭୁବନେଶ୍ୱର: ୨୬ ବର୍ଷର ରାଜନୈତିକ ବନବାସ, ଏବେ କି ବଦଳିବ କଂଗ୍ରେସର ଭାଗ୍ୟ ? ସଂଗଠନକୁ ସଜାଡ଼ିବା ପାଇଁ ଦିଆଯାଇଥିବା ଟାସ୍କର ହେବ ଅଡିଟ୍ । ନେତାଙ୍କ ପରଫର୍ମାନ୍ସ କାର୍ଡ ଖୋଲିବେ ନୂଆ ପ୍ରଭାରୀ । କିଏ କେତେ କାମ କରିଛି,…

ବହୁ ଲୋକଙ୍କ ଜାତକ ମୋ ପାଖେ ଅଛି :ପ୍ରଭାତ

ଭୁବନେଶ୍ୱର: ବିଜେପିରେ ଯୋଗ ଦେବା ଅବସରରେ ପ୍ରଭାତ ବିଶ୍ବାଳ କହିଛନ୍ତି ଯେ ୨୪ ବର୍ଷ ବହୁ ପରିଶ୍ରମ କରିଛି । ଦଳ ପାଇଁ ନିଷ୍ଠା ଦେଖାଇଛି । ୩୦ ବର୍ଷ ହେଲା ଜନ ସେବା କରୁଛି । ମୁଁ ଭାବିଥିଲି ସୁନାକୁ…

କୃଷି ଓ କୃଷକଙ୍କ ସାମଗ୍ରିକ ଉନ୍ନତି ପାଇଁ ବିଜେପି ସରକାର ସମର୍ପିତ

ଭୁବନେଶ୍ୱର: କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଜେପି ସରକାର ସମର୍ପିତ । ଓଡ଼ିଶାରେ ବିଜେପି ସରକାର ଆସିବା ପରେ କୃଷି ଓ କୃଷକଙ୍କ ଦିନକୁ ଦିନ ଉନ୍ନତି ହେବାରେ ଲାଗିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ…

ପାର୍ଲାମେଣ୍ଟରେ ଉପସ୍ଥାପନ ହେବ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ: ସଂତୃପ୍ତ

ଭୁବନେଶ୍ୱର: ଓଡିଶା ରାଜ୍ୟର ସ୍ୱାର୍ଥ ସମ୍ୱନ୍ଧୀୟ ବିଭିନ୍ନ ପ୍ରସଙ୍ଗ ପାର୍ଲାମେଣ୍ଟରେ ଉପସ୍ଥାପନ ହେବ । ଏନେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପରାମର୍ଶ ଲୋଡ଼ିଛନ୍ତି ଡ଼ ସଂତୃପ୍ତ ମିଶ୍ର । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟସଭା…

ମିଶନ ଶକ୍ତିର ଗୌରବମୟ ଇତିହାସକୁ ଲିଭାଇବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି: ବିଜେଡି

ଭୁବନେଶ୍ୱର: ରାଜ୍ୟ ବିଜେପି ସରକାର, ନବୀନ ସରକାରଙ୍କ ସମୟରେ ପ୍ରତିଷ୍ଠିତ ହୋଇଥିବା ମିଶନ ଶକ୍ତିର ଗୌରବମୟ ଇତିହାସକୁ ଲିଭାଇବାର ବୃଥା ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ କରି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ସରକାରଙ୍କ…

ପ୍ରଭାତ ବିଶ୍ୱାଳଙ୍କ ବିଜେପିରେ ଯୋଗଦାନ ପରେ ବିଜେଡିରେ ଭୁକଂପ ସୃଷ୍ଟି ହୋଇଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଚୈାଦ୍ୱାର-କଟକ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ପ୍ରଭାତ ବିଶ୍ୱାଳ ନିଜ…