Category: ରାଜନୀତି

କୌଣସି ଲୋକ କେବେ ଅଦରକାରୀ ହୁଅନ୍ତିନି:ମନମୋହନ ସାମଲ

ଭୁବନେଶ୍ୱର: କୌଣସି ଲୋକ କେବେ ଅଦରକାରୀ ହୁଅନ୍ତିନି। ସମସ୍ତଙ୍କ ଉପଯୋଗୀତା ରହିଛି । କୋଉଁଠି ଭଲ ବାଇଗଣ ମିଳୁଛି ସେମାନେ ଭଲ ବାଇଗଣ ନିଅନ୍ତୁ। ଆମେ ସେଇ ପୋକା ବାଇଗଣ ନେଇ ଦଳ ଗଢ଼ିବୁ। ମିଶ୍ରଣ ପର୍ବ ଏକ ନିରନ୍ତର ପ୍ରକ୍ରିୟା…

ପ୍ରଭାତ ପୋକା ବାଇଗଣ: ପ୍ରମିଳା

ଭୁବନେଶ୍ୱର: ପ୍ରଭାତ ପୋକା ବାଇଗଣ। ବିଜେପିରେ ପ୍ରଭାତ ବିଶ୍ବାଳ ମିଶିବାକୁ ନେଇ ବିଜେଡି ରଖିଛି କିଛି ଏଭଳି ପ୍ରତିକ୍ରିୟା। ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେଡିକୁ କେତେ ଆସିବେ, କେତେ ଯିବେ, କିଛି ବି ପ୍ରଭାବ ପଡ଼ିବନି। ପ୍ରଭାତ ଖାଇଲେ ପିଇଲେ, ଏବେ…

ବିବାଦରେ ବିଜେଡି, ନବୀନଙ୍କୁ କାରଣଦର୍ଶାଅ ନୋଟିସ୍‌

ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ବିଜେପି ସରକାରଙ୍କୁ ଘେରିବା ପାଇଁ ବିଜେଡିର ରାଜ୍ୟବ୍ୟାପୀ ‘ଶିକ୍ଷା ବଂଚାଅ ଆନ୍ଦୋଳନ’ରେ କୋମଳମତି ପିଲାମାନଙ୍କୁ ସାମିଲ କରିବା ଓ ଦଳୀୟ ନେତ୍ରୀମାନେ ‘ଠୁମକା’ ଲଗାଇବା ଘଟଣା ବିଜେଡିକୁ ବିବାଦଘେରକୁ ଟାଣିନେଇଛି। ସ୍କୁଲ ୟୁନିଫର୍ମରେ ଥିବା କୋମଳମତି ପିଲାଙ୍କୁ…

ଇସ୍ତଫା ଦେବାର ଦିନକ ପରେ ବିଜେଡି ଫେରିଲେ କାଉନ୍‌ସିଲର

ଭୁବନେଶ୍ୱର: ଚୌଦ୍ୱାର ମ୍ୟୁନିସିପାଲଟିର ୧୨ ନମ୍ବର ଓ୍ବାର୍ଡର କାଉନସିଲର୍‌ ସୁବ୍ରତ କୁମାର ସାମଲ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ସୁବ୍ରତ ଗୁରୁବାର ରାତିରେ ଦଳରୁ ଇସ୍ତଫା ଦେଇଥିବା ନେଇ ପ୍ରଥମେ…

ଗଡ଼ ସଜାଡିବାକୁ କଟକରେ ବିଜେଡିର ବଡ଼ ବୈଠକ

କଟକ: ବିଜୁ ଜନତା ଦଳର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଜେପିରେ ମିଶିବା ନେଇ ଚର୍ଚ୍ଚା ପରେ ଗଡ଼ ସଜାଡିବାକୁ କଟକରେ ବିଜେଡିର ବଡ଼ ବୈଠକ ହୋଇଛି । କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆଙ୍କ ଘରେ ବିଜେଡିକ ଟାଣୁଆ ନେତାଙ୍କୁ ନେଇ ବଡ଼…

ଚୌଦ୍ୱାର ବିଜେଡିରେ କମ୍ପନ, ଚାଲିଛି ଇସ୍ତଫା ପର୍ବ

ଚୌଦ୍ୱାର :ଚୌଦ୍ୱାର ବିଜେଡିରେ କମ୍ପନ। ତିନିଦିନ ହେବ ଚାଲିଛି ଇସ୍ତଫା ପର୍ବ। ଚୌଦ୍ୱାର ପୌରାଞ୍ଚଳର ୧୨ ନମ୍ବର ୱାର୍ଡ କାଉନସିଲର ସୁବ୍ରତ ସାମଲ ଇସ୍ତଫା ଦେଇଥିଲେ। ଏହାର କିଛି ଘଣ୍ଟା ପରେ ବିଜେଡି ଯୁବ ଓ ଛାତ୍ର ନେତାଙ୍କ ସମେତ ଶତାଧିକ…

ନବୀନଙ୍କ ଡିପ୍ଫେକ୍ ଭିଡିଓ ମାମଲା: ‘ସୋସିଆଲ ଟକ୍’ ନାମରେ ବିଜେଡି ପକ୍ଷରୁ ଥାନାରେ ଏତଲା

ଭୁବନେଶ୍ୱର: ବିଜେପି ସରକାରର ଅପାରଗତା ପାଇଁ ସବୁଠି ସମାଲୋଚିତ ହେଉଥିଲା ବେଳେ ବିଜେପି ପ୍ରୋତ୍ସାହନରେ କିଛି ବ୍ୟକ୍ତି ସୋସିଆଲ ମିଡିଆରେ ଭ୍ରମାତ୍ମକ ଭିଡିଓ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ‘ସୋସିଆଲ ଟକ୍’ ନାମକ ଏକ ପେଜ୍ରେ ବିଜୁ ଜନତା ଦଳର…

ମୋଦି ସରକାର ଏକ ଛାତ୍ର ହତ୍ୟାକାରୀ ସରକାର : ଉଦୟ ଭାନୁ ଚିବ୍‌

ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ମାଷ୍ଟରକ୍ୟାଂଟିନ ସ୍ଥିତ ଏକ୍ସଲେନ୍ସି ହୋଟେଲରେ “ଛାତ୍ରୋଂକି ଗୁଞ୍ଜ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସର…

ବିଜେପି ସରକାର ରାଜ୍ୟର ଭବିଷ୍ୟତ ପିଢି ସହ ଖେଳୁଛନ୍ତି

ଝାରସୁଗୁଡା: ରାଜ୍ୟରେ ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପାଇଁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଝାରସୁଗୁଡାରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏକ ପ୍ରତିବାଦ ସଭା ଓ…

‘କେଜି ରୁ ପିଜି’ ପାଠ ପାଇଁ ଫି ଛାଡ଼ ଘୋଷଣା କେବଳ ଏକ ପ୍ରଚାର ସର୍ବସ୍ବ ମାୟାଜାଲ : କଂଗ୍ରେସ

ଭୁବନେଶ୍ୱର: ସରକାରଙ୍କ ‘କେଜି ରୁ ପିଜି’ ମାଗଣା ଶିକ୍ଷା ଏବଂ ଏହାକୁ ନେଇ ହୋଇଥିବା ଠକାମୀ ଉପରେ ଆଜି କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଯୋଗଦେଇ…