Category: ରାଜ୍ୟ

ଗୋ-ମାଫିଆଙ୍କୁ ଗୁପ୍ତ ସୂଚନା ଲିକ୍ : ଏଏସଆଇ, କନଷ୍ଟେବଳ ନିଲମ୍ୱିତ

ବାରିପଦା : ଗୋ-ମାଫିଆଙ୍କୁ ଗୁପ୍ତ ସୂଚନା ଲିକ୍ କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାର ଏଏସଆଇ ଏବଂ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ଜଣେ ହୋମଗାର୍ଡଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଥାନାର ଏଏସଆଇ…

ସୋମବାର ପଶ୍ଚିମ ଓଡ଼ିଶାରେ ହୋଇପାରେ ଅତିପ୍ରବଳ ବର୍ଷା

ଭୁବନେଶ୍ୱର : ଗତ ୫ ଦିନରେ ନାକେଦମ୍‌ କଲାଣି ବର୍ଷା । ସ୍ୱାଭାବିକଠାରୁ ୨୩୪% ଅଧିକ ବର୍ଷିଛି । କେଉଁଠି ଘରେ ପାଣି ପଶିଲାଣି ତ’ ଆଉ କେଉଁଠି ରାସ୍ତା ଧସେଇ ଦେଲାଣି । ନିର୍ଧୁମ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ।…

ଆଜି ରଥଯାତ୍ରା ଶେଷ ସ୍ୱତନ୍ତ୍ର ସମନ୍ୱୟ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ

ପୁରୀ,: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ୨୦୨୬ ପାଇଁ ଶେଷ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ । ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସବୁ ବିଭାଗର ରଥଯାତ୍ରା ପ୍ରସ୍ତୁତି ରିପୋର୍ଟ ଦେଖିବେ ମୁଖ୍ୟମନ୍ତ୍ରୀ । ପୁରୀ…

ବଢ଼ୁଛି ମହାନଦୀ, ବଂଶଧାରା ଓ ବୈତରଣୀ

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ୩ଦିନ ହେଲା ସାରା ରାଜ୍ୟରେ ଲଗାଣ ବର୍ଷା ହେଉଛି। ଏହାରି ଫଳରେ କେଉଁଠି ଘରେ ପାଣି ପଶି ଜିନିଷପତ୍ର ବୁଡିଲାଣି ତ ଆଉ କେଉଁଠି ପାଣି ଘେରରେ ଲୋକେ ରହିଛନ୍ତି। ଗାଁରୁ ସହର ସବୁଠି ଲଗାଣ…

ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ୍ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତାଦେଶ

– ସମସ୍ତ ଆରଡିସି ଏବଂ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆସିଛି ଯେ, ଭୂଦାନ ଜମିର ବଣ୍ଟନ କ୍ଷେତ୍ରରେ ପ୍ରଚଳିତ ନିୟମାବଳୀର ସମ୍ପୂର୍ଣ୍ଣ ପାଳନ ଏବଂ ସମ୍ପୃକ୍ତ ଜମିର ଅଭିଲେଖର ଯଥାର୍ଥ ଯାଞ୍ଚ ବିନା…

ଆଜି କଟକର ସମସ୍ତ ସ୍କୁଲ ଛୁଟି

କଟକ: କଟକ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷା ପାଇଁ ଜିଲ୍ଲାପାଳ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ଏହା ସହିତ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ କଲେଜଗୁଡ଼ିକୁ ଜିଲ୍ଲାପାଳ ନିର୍ଦ୍ଦେଶ…

ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର: ଚାକିରିରୁ ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି। ସେ ହେଉଛନ୍ତି ୨୦୧୩ ବ୍ୟାଚର ଆଇପିଏସ୍ ଅଫିସର। ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟ କରିବା ପୂର୍ବରୁ ସେ କଟକର ଡିସିପି ଭାବେ ଦାୟିତ୍ଵ…

ଦନ୍ତା ହାତୀର ମୃତ ଦେହ ଉଦ୍ଧାର

ଢେଙ୍କାନାଳ : ଦନ୍ତା ହାତୀର ମୃତ ଦେହ ଠାବ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବମ୍ପା ନିକଟରେ ଦନ୍ତାର ମୃତ ଦେହ ଉଦ୍ଧାର କରାଯାଇଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ଓ…

ଶ୍ରୀମନ୍ଦିର ନିକଟରୁ ବିଦେଶୀ ପକ୍ଷୀ ଉଦ୍ଧାର

ପୁରୀ: ଶ୍ରୀମନ୍ଦିର ନିକଟରୁ ବିଦେଶୀ ପକ୍ଷୀ ଉଦ୍ଧାର। ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ପକ୍ଷୀଟି ବୁଲୁଥିବା ବେଳେ ଏହାକୁ ଉଦ୍ଧାର କରିଛନ୍ତି ଶ୍ରୀମନ୍ଦିର ସୁରକ୍ଷା କର୍ମୀ । ଉଦ୍ଧାର ପରେ ପକ୍ଷୀକୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ପକ୍ଷୀଟି କେଉଁଠୁ ଆସିଛି ତାକୁ ନେଇ…

ଲାଞ୍ଚ ନେଉଥିଲେ ସରପଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ

ସୁବର୍ଣ୍ଣପୁର: ଲାଞ୍ଚ ନେଉଥିଲେ ସରପଞ୍ଚ । ମାଡ଼ି ବସିଲା ଭିଜିଲାନ୍ସ । ସୁବର୍ଣ୍ଣପୁର ଜିଲ୍ଲା ନିମ୍ନା ଗ୍ରାମପଞ୍ଚାୟତର ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ ଭିଜିଲାନ୍ସ ଫାଶରେ ପଡ଼ିଛନ୍ତି । ମାଛ ଚାଷର ସବସିଡି ପାଇଁ ୨୦ ହଜାର ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଛନ୍ତି…