Author: jagrata orissa

ଜନତାଙ୍କ ସ୍ୱରକୁ ଚାପିବାକୁ ଉଦ୍ୟମ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ସମାଲୋଚନାର ଶିକାର ହେଉଛି ବିଜେପି ସରକାର । ସୋସିଆଲ ମିଡିଆରେ ବିଜେପି ବିରୁଦ୍ଧରେ ମତ ପ୍ରକାଶ କରୁଥିବା ଲୋକଙ୍କୁ ବିଜେପି ଆକ୍ରୋଶର ଶିକାର ହେବାକୁ ପଡୁଛି । ବିଜେପି କ୍ଷମତା ବଳରେ ଜନତାଙ୍କ ସ୍ୱରକୁ…

ପୂର୍ବାଞ୍ଚଳ ପରିଷଦ ସ୍ଥାୟୀ କମିଟିର ୧୫ତମ ବୈଠକ: ସୁଦୃଢ ହେବ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆନ୍ତଃ-ରାଜ୍ୟ ସମନ୍ୱୟ

ଭୁବନେଶ୍ୱର: ସୁଦୃଢ ହେବ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆନ୍ତଃ-ରାଜ୍ୟ ସମନ୍ୱୟ । ତ୍ୱରାନ୍ୱିତ ହେବ ବିଭିନ୍ନ ପ୍ରସଙ୍ଗଗୁଡ଼ିକର ସମାଧାନ । ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ନିଆଯାଇଛି ସାମୂହିକ ସଂକଳ୍ପ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ସହ…

ଡାକ୍ତର ଆନ୍ଦୋଳନ ସମାଧାନ ପାଇଁ ୫ ଜଣିଆ କମିଟି ଗଠିତ

ଭୁବନେଶ୍ବର: ସରକାରଙ୍କ ସହିତ ଆଲୋଚନା ପରେ ଓମସା ଡାକ୍ତର ଆନ୍ଦୋଳନ ସ୍ଥଗିତ ରହିଥିଲା । ବର୍ତ୍ତମାନ ଓମସା ଡାକ୍ତରଙ୍କ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଦ୍ବାରା ପ୍ରତିଶୃତି ଦିଆଯାଇଥିବା ହାଇ ପାୱାର କମିଟି ଗଠିତ ହୋଇଛି । ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ…

ଦୁର୍ବଳ ହେଉଛି ଅବପାତ: ହ୍ରାସ ପାଇବ ବର୍ଷା

ଭୁବନେଶ୍ବର: ଦୁର୍ବଳ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଅବପାତ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି । ଦୁର୍ବଳ ହେବା ପରେ ବଦଳିଛି ପାଗର ମିଜାଜ…

କନ୍ଧମାଳରେ ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି

ଫୁଲବାଣୀ: ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲ୍ଲାର ଅନେକ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଫୁଲବାଣୀ ସହର ସମେତ ବାଲିଗୁଡ଼ା, ଜି.ଉଦୟଗିରି, ତୁମୁଡିବନ୍ଧ, ରାଇକିଆ, ଦାରିଙ୍ଗବାଡ଼ି,…

ଜୁଲାଇ ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ଅଧିକ ବର୍ଷା

ନୂଆଦିଲ୍ଲୀ: ବର୍ଷା ଅଭାବ ୧୨ ପ୍ରତିଶତକୁ ଖସି ଆସିଛି। ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ଅଧିକ ମୌସୁମୀ ବର୍ଷା ହୋଇଛି। ଏଲ୍ ନିନୋ ବର୍ଷ ହେଲେ ବି ସ୍ୱାଭାବିକ ଠୁ କମ୍ ବର୍ଷା ହେବା ଆବଶ୍ୟକ ନୁହେଁ। ଏନେଇ…

ଭୁବନେଶ୍ବର ବିମାନବନ୍ଦରରୁ ୫ କୋଟି ଟଙ୍କାର ମାରିଜୁଆନା ଜବତ

ଭୁବନେଶ୍ୱର: ବିମାନ ଯୋଗେ ହେଉଛି ନିଶା ସାମଗ୍ରୀ ଚାଲାଣ। ବିଭିନ୍ନ ଏୟାରପୋର୍ଟରେ ନିୟମିତ ମାରିଜୁଆନା (hydroponic weed) ଜବତ ହେଉଛି। ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି ହେଉଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକାଧିକ ବାର ଏହି ନିଶା…

ରାଜ୍ୟରେ ଛୋଟ ବନ୍ୟା ଆଶଙ୍କା : ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ୁଛି । ବୈତରଣୀ ନଦୀରେ ଛୋଟ ଧରଣର ବନ୍ୟା ଆସିପାରେ ବୋଲି ସତର୍କ କରିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ସେପଟେ ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯିବ କି…

ତୃତୀୟରୁ ୮ମ ଶ୍ରେଣୀ ଏଣିକି ବର୍ଷକୁ ୪ଟି ପରୀକ୍ଷା

ଭୁବନେଶ୍ବର: ତୃତୀୟରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଏଣିକି ବର୍ଷକୁ ୪ଟି ପରୀକ୍ଷା ଦେବାକୁ ହେବ । ପୂର୍ବରୁ ବର୍ଷକୁ ଦୁଇଟି ପରୀକ୍ଷା ହେଉଥିବା ବେଳେ ବର୍ତ୍ତମାନ ଚାରୋଟି ପରୀକ୍ଷା ହେବ । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏପ୍ରିଲରୁ…

ପିକଅପ ଧକ୍କାରେ ଶ୍ରମିକ ମୃତ

ରାଉରକେଲା: ପିକଅପ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ହେଉଛନ୍ତି ରାଉରକେଲା ନେତାଜୀ ନଗର ଅଂଚଳର l ଆଜି ସକାଳ ପ୍ରାୟ ସାଢେ ୯ଟାରେ କଲୁଙ୍ଗା କୋକାକୋଲା କାରଖାନା ସମ୍ମୁଖ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା l…